ଓଡିଶା

odisha

ETV Bharat / state

ଶ୍ରମିକ ସଂଗଠନର ରାସ୍ତାରୋକ ଓ ବିକ୍ଷୋଭ - ଶ୍ରମିକ ସଂଗଠନର ରାସ୍ତାରୋକ

ବାଲେଶ୍ବର ଜିଲ୍ଲା ରେମୁଣା ଗୋଲେଇଠାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରାଯାଇଛି । ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରମିକ ସଂଗଠନର ରାସ୍ତାରୋକ ଓ ବିକ୍ଷୋଭ
ଶ୍ରମିକ ସଂଗଠନର ରାସ୍ତାରୋକ ଓ ବିକ୍ଷୋଭ

By

Published : Aug 9, 2020, 3:42 PM IST

ବାଲେଶ୍ବର: ରେମୁଣା ଗୋଲେଇ ଠାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରାଯାଇଛି । କ୍ରାନ୍ତିଦିବସ ଅବସରରେ ଶ୍ରମିକ ସଂଗଠନର ସଦସ୍ୟମାନେ ରାଜପଥରେ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା ।

ଶ୍ରମିକ ସଂଗଠନର ରାସ୍ତାରୋକ ଓ ବିକ୍ଷୋଭ
ଯେଉଁ ଶ୍ରମିକମାନେ ଟ୍ୟାକ୍ସ ପେଡ କରୁନାହାନ୍ତି ସେମାନଙ୍କୁ କୋରୋନା ବେଳେ ପରିବାର ଚଳାଇବା ପାଇଁ ସରକାରୀ ସହାୟତା ପାଇଁ ଦାବି ହୋଇଥିଲା ।

ବାଲଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତେ

ABOUT THE AUTHOR

...view details