ଓଡିଶା

odisha

ETV Bharat / state

ଏଣେତେଣେ ବୁଲୁଥିଲା ଘୋଡା, ଥାନାର ଜିମା ଦେଲା ସ୍ବଚ୍ଛାସେବୀ ସଙ୍ଗଠନ - ସ୍ୱେଚ୍ଛାସେବୀ ସଂଗଠନ

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏକ ଘୋଡ଼ା ଏଣେତେଣେ ବୁଲୁଥିବା ବେଳେ ତାକୁ ଥାନାରେ ଜିମା ଦେଇଛନ୍ତି ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ । ଅଧିକ ପଢନ୍ତୁ

horse rescue balasore
ବୁଲୁଥିଲା ଘୋଡା; ଥାନାରେ ଜିମାଦେଲା ସ୍ୱେଚ୍ଛାସେବୀ ସଂଗଠନ

By

Published : Jun 23, 2022, 5:27 PM IST

ବାଲେଶ୍ୱର: ସୋର ଅଞ୍ଚଳରେ ଏକ ଘୋଡ଼ା ଏଣେତେଣେ ବୁଲୁଥିବା ବେଳେ ତାକୁ ଥାନାରେ ଜିମା ଦେଇଛନ୍ତି ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ । ଅନନ୍ତପୁର ପଞ୍ଚାୟତ ପାଖର ଛକ ନିକଟରେ ଏକ ଘୋଡ଼ା ବୁଲୁଥିବାର ସେଠାକାର ଜଣେ ବ୍ୟକ୍ତି ଦେଖିବାକୁ ପାଇଥିଲେ । ଘୋଡା ନିକଟରେ ତାର ମାଲିକଙ୍କୁ ନ ପାଇ ଖୋଜାଖୋଜି କରି ଶେଷରେ ବିଫଳ ହୋଇଥିଲେ ।

ବୁଲୁଥିଲା ଘୋଡା; ଥାନାରେ ଜିମାଦେଲା ସ୍ୱେଚ୍ଛାସେବୀ ସଂଗଠନ

ଶେଷରେ ବ୍ୟକ୍ତି ଜଣଙ୍କ ଆଦର୍ଶ ଯୁବ ପରିଷଦର ସଦସ୍ୟମାନଙ୍କୁ ଘୋଡ଼ା ସମ୍ପର୍କରେ ଖବର ଦେଇଥିଲେ । ଏହାପରେ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚି ଘୋଡାଟିକୁ ଆଣି ସୋର ଥାନାରେ ଜିମା ଦେଇଥିଲେ ଏବଂ ଘୋଡାର ପ୍ରକୃତ ମାଲିକଙ୍କୁ ଖୋଜିବା ପାଇଁ ଏକ ଏତଲା ଦିଆଯାଇଥିବା ଜଣାପଡିଛି ।

ABOUT THE AUTHOR

...view details