ବାଲେଶ୍ବର : ବାଲେଶ୍ବର ସହରର ଏକ ହୋଟେଲ ଉପରକୁ ଭାରସାମ୍ୟ ହରାଇ ମାଡ଼ିଗଲା କାର। ଘଟଣାସ୍ଥଳରେ ଏକ ସ୍କୁଟି ଭାଙ୍ଗି ଚୁରମାର ହୋଇଯାଇଛି। ସେଠାରେ ଉପସ୍ଥିତ ଥିବା ଲୋକେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ହୋଟେଲ ଉପରକୁ ଚଢ଼ିଗଲା କାର, ଅଳ୍ପକେ ବର୍ତ୍ତିଲେ ଲୋକେ - ବାଲେଶ୍ବର ଖବର
ହୋଟେଲ ଉପରକୁ ଚଢ଼ିଗଲା କାର। ଅଳ୍ପକେ ବର୍ତ୍ତିଲେ ଲୋକେ । ଗୁରୁତର ଅବସ୍ଥାରେ ଚାଳକ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...
ହୋଟେଲ ଉପରକୁ ଚଢ଼ିଗଲା କାର, ଅଳ୍ପକେ ବର୍ତ୍ତିଲେ ଲୋକେ
କାରଟି ଦୃତ ବେଗରେ ସହଦେଵଖୁଣ୍ଟା ବସଷ୍ଟାଣ୍ଡ ପଟୁ ରେମୁଣା ଅଭିମୁଖେ ଯାଉଥିବା ବେଳେ ରାସ୍ତା ପାଖରେ ଥିବା ଚନ୍ଦ୍ରଭାଗା ହୋଟେଲ ଉପରକୁ ଚଢ଼ି ଯାଇଥିଲା। ଘଟଣାସ୍ଥଳରୁ ଲୋକେ ଚାଳକକୁ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଛନ୍ତି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ