ବାଲେଶ୍ଵର: ଜଳେଶ୍ବରରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣେ ଗିରଫ ହୋଇଥିବା ନେଇ ମଧ୍ୟ ଜଣାପଡିଛି ।
5ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ବାଲେଶ୍ଵର: ଜଳେଶ୍ବରରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣେ ଗିରଫ ହୋଇଥିବା ନେଇ ମଧ୍ୟ ଜଣାପଡିଛି ।
ଗୁରୁବାର ଭୋର ସମୟରେ ଜଳେଶ୍ବର ଶାସନବାଡ଼ ଅଞ୍ଚଳରେ ପୋଲିସ ଚଢ଼ାଉ କରି 50 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ସେଖ ଯାଇରୁଦ୍ଦିନ ବୋଲି ଜଣାପଡିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ 5ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।