ଓଡିଶା

odisha

ETV Bharat / state

ପରିବା ଦୋକାନରେ ଆକାଶଛୁଆଁ ଦର, ନିୟନ୍ତ୍ରଣ କଲା ବାଲେଶ୍ବର ଜିଲ୍ଲା ପ୍ରଶାସନ - ବାଲେଶ୍ବର ମାର୍କେଟରେ କୋରୋନା ପ୍ରଭାବ

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ। କୋରୋନା ପାଇଁ ବାଲେଶ୍ଵର ଲକଡାଉନ ଥିବାରୁ ବେପାରୀମାନେ ମନଇଚ୍ଛା ଦର ଲଗାଉଥିବା ଅଭିଯୋଗ ହୋଇଥିଲା।

Balesore district administration, balesore latest news, corona effect in balesore market, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବର ମାର୍କେଟରେ କୋରୋନା ପ୍ରଭାବ, ବାଲେଶ୍ବର ଜିଲ୍ଲା ପ୍ରଶାସନ
ପରିବା ଦୋକାନରେ ଆକାଶଛୁଆଁ ଦର, ନିୟନ୍ତ୍ରଣ କଲା ବାଲେଶ୍ବର ଜିଲ୍ଲା ପ୍ରଶାସନ

By

Published : Mar 27, 2020, 8:24 PM IST

ବାଲେଶ୍ବର: ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ। କୋରୋନା ପାଇଁ ବାଲେଶ୍ଵର ଲକଡାଉନ ଥିବାରୁ ବେପାରୀମାନେ ମନ ଇଚ୍ଛା ଦର ଲଗାଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବଜାର ଦର ନିୟନ୍ତ୍ରଣ କରାଯାଇଛି।

ପରିବା ଦୋକାନରେ ଆକାଶଛୁଆଁ ଦର, ନିୟନ୍ତ୍ରଣ କଲା ବାଲେଶ୍ବର ଜିଲ୍ଲା ପ୍ରଶାସନ

ବେପାରୀମାନଙ୍କ ପାଇଁ ସାମଗ୍ରୀ ବିକ୍ରିର ଦର ନିର୍ଦ୍ଧାରିତ କରିଛି ପ୍ରଶାସନ। ସହରର ନୂଆ ବଜାରରେ ଥିବା ବିଭିନ୍ନ ଦୋକାନ ଗୁଡିକରେ ଥିବା ସାମଗ୍ରୀର ଦର ନିର୍ଦ୍ଧାରଣ କରାଯାଇଛି। ଦୋକାନୀମାନଙ୍କୁ ରେଟ୍‌ ଚାଟ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details