ଓଡିଶା

odisha

ETV Bharat / state

Balasore Bandh: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ୧୬ ତାରିଖ ବାଲେଶ୍ଵର ବନ୍ଦ - ବାଲେଶ୍ବରରେ ବନ୍ଦ ଡାକରା

ବାଲେଶ୍ବରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆସନ୍ତା ୧୬ ତାରିଖରେ ବାଲେଶ୍ଵର ବନ୍ଦ କରିବା ପାଇଁ ନିଷ୍ପତ୍ତି । ଅଧିକ ପଢନ୍ତୁ

balasore strike by bar association
Balasore Bandh:ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ 16 ତାରିଖ ବାଲେଶ୍ଵର ବନ୍ଦ

By

Published : Jun 10, 2022, 1:35 PM IST

ବାଲେଶ୍ଵର: ବାଲେଶ୍ବରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସବୁ ମହଲରେ ତେଜୁଛି ଅସନ୍ତୋଷ । ଏସ୍.ପି ବଦଳି ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣ ଲୋକେ ଆଙ୍ଗୁଳି ଉଠାଇଛନ୍ତି । ଏମିତି ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ପାଇଁ ସବୁ ବର୍ଗର ଲୋକେ ମେଳି ବାନ୍ଧିଛନ୍ତି । ଆସନ୍ତା ୧୬ ତାରିଖରେ ବାଲେଶ୍ଵର ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Balasore Bandh:ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ 16 ତାରିଖ ବାଲେଶ୍ଵର ବନ୍ଦ

ବାଲେଶ୍ୱର ବାର୍‌ ଆସୋସିଏସନ ପକ୍ଷରୁ ପ୍ରଥମେ ବାଲେଶ୍ଵର ବନ୍ଦ ପାଇଁ ନୋଟିସ ଦିଆଯାଇଥିବା ବେଳେ ଏହାକୁ ସମର୍ଥନ କରି ବାଲେଶ୍ଵରର ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ଛାତ୍ର ସମାଜ ତଥା ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଏକଜୁଟ ହୋଇ ୧୬ ତାରିଖ ବାଲେଶ୍ଵର ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details