ଓଡିଶା

odisha

By

Published : Jul 16, 2020, 3:49 PM IST

ETV Bharat / state

ପାହାଡ଼ ତଳକୁ ଖସିଲା ଅଟୋ, ଡ୍ରାଇଭର ମୃତ

ଖଇରା ଥାନା ଅନ୍ତର୍ଗତ ଶାରୀଶୁଆ ପାହାଡ଼ ଉପରୁ ଅଟୋ ଭାରସାମ୍ୟ ହରାଇ ତଳକୁ ଖସିଲା ଡ୍ରାଇଭର ମୃତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି । ଅଧିକ ପଢନ୍ତୁ...

ପାହାଡ଼ ତଳକୁ ଖସିଲା ଅଟୋ, ଡ୍ରାଇଭର ମୃତ
ପାହାଡ଼ ତଳକୁ ଖସିଲା ଅଟୋ, ଡ୍ରାଇଭର ମୃତ

ବାଲେଶ୍ଵର: ପାହାଡ ତଳକୁ ଖସି ପଡ଼ିଲା ଅଟୋ । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ପାହାଡ଼ ତଳକୁ ଖସିଲା ଅଟୋ, ଡ୍ରାଇଭର ମୃତ

ସୂଚନା ଅନୁଯାୟୀ ଭଦ୍ରକ ଅଞ୍ଚଳର ଚନ୍ଦନ ଜେନା ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଶାରୀଶୁଆ ପାହାଡ଼ ଉପରକୁ ଅଟୋ ଭଡ଼ାରେ ଯାଇଥିଲେ । ସେଠାରୁ କୁପାରି ଫେରୁଥିବା ବେଳେ ଅଟୋ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଅଟୋ ଚାଳକ ଚନ୍ଦନଙ୍କ ମୃତ୍ୟୁ ହୋଇଥିଲା । ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋ ଜବତ କରିବା ସହ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details