ଓଡିଶା

odisha

ଇଞ୍ଚୁଡ଼ିରେ ‘ଆଜାଦି କା ଅମୃତ’ ମହୋତ୍ସବ, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

By

Published : Mar 13, 2021, 8:04 AM IST

ରେମୁଣା ବ୍ଲକ ଇଞ୍ଚୁଡ଼ିଠାରେ ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ଲବଣ ସତ୍ୟାଗ୍ରହକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅଧିକ ପଢନ୍ତୁ...

ଇଞ୍ଚୁଡ଼ିରେ ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ
ଇଞ୍ଚୁଡ଼ିରେ ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ

ବାଲେଶ୍ବର: ରେମୁଣା ବ୍ଲକ ଇଞ୍ଚୁଡ଼ିଠାରେ ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ଲବଣ ସତ୍ୟାଗ୍ରହକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସାବରମତୀ ଆଶ୍ରମରୁ ମାର୍ଚ୍ଚ ମାସ ୧୨ ତାରିଖରେ ଦାଣ୍ଡିଯାତ୍ରା ବାହାରିଥିଲା । ଏହାକୁ ମନେ ପକାଇ ଭାରତର ୭୫ଟି ସ୍ଥାନରେ ଏହି ମହୋତ୍ସବ ପାଳନ କରାଯାଉଛି।

ଇଞ୍ଚୁଡ଼ିରେ ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ

ତେବେ ଏହି ପରିପ୍ରେକ୍ଷୀରେ ଇଞ୍ଚୁଡ଼ିରେ ହୋଇଥିବା ଲବଣ ସତ୍ୟାଗ୍ରହ ମନେ ପକାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details