ବାଲେଶ୍ବର: ଆସିଲାଣି ଖରାଦିନ, ଏହି ଦିନରେ ବିଶେଷ କରି ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ସାମ୍ନାକୁ ଆସିଥାଏ । ଆଉ ଅଗ୍ନିକାଣ୍ଡକୁ ରୋକିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ହୋଇଛି । ଏହାକୁ ନେଇ ସାମାଜିକ ସଂଗଠନ ମୁନ କମ୍ୟୁନିକେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି ।
ଜଙ୍ଗଲରେ ନିଆଁ ଲାଗିବା ଉପରେ ସଚେତନତା - ବାଲେଶ୍ବର ଜଙ୍ଗଲ ନିଆଁ ଲାଗିବା ଉପରେ ସଚେତନତା ଖବର
ଖରାଦିନରେ ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ସାମ୍ନାକୁ ଆସିଥାଏ । ଅଗ୍ନିକାଣ୍ଡକୁ ରୋକିବା ପାଇଁ ସାମାଜିକ ସଂଗଠନ ମୁନ କମ୍ୟୁନିକେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି । ଅଧିକ ପଢନ୍ତୁ
![ଜଙ୍ଗଲରେ ନିଆଁ ଲାଗିବା ଉପରେ ସଚେତନତା ଜଙ୍ଗଲରେ ନିଆଁ ଲାଗିବା ଉପରେ ମୁନ କମ୍ୟୁନିକେସନର ସଚେତନତା](https://etvbharatimages.akamaized.net/etvbharat/prod-images/768-512-14703266-thumbnail-3x2-fkh.jpg)
ଜଙ୍ଗଲରେ ନିଆଁ ଲାଗିବା ଉପରେ ମୁନ କମ୍ୟୁନିକେସନର ସଚେତନତା
ଧାନ ଅମଳ ପରେ ଜଙ୍ଗଲ ପାଖରେ ଥିବା ନଡ଼ାକୁ ଅଗ୍ନି ସଂଯୋଗ ନକରିବା, ଜାଳେଣି କାଠ ସଂଗ୍ରହ କରୁଥିବା ଲୋକମାନେ ଜଙ୍ଗଲ ମଝିରେ ଯେମିତି ଧୁମପାନ ନକରନ୍ତି ସେଥପ୍ରତି ଦୃଷ୍ଟି ଦେବା, ଜଙ୍ଗଲରେ ସହବାସ କରୁଥିବା ବନ୍ୟଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ଦାୟିତ୍ଵ ସହ ଗଛ ଯେପରି କଟାନଯିବ ସେଥପ୍ରତି ଯତ୍ନବାନ ହେବାପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ