ବାଲେଶ୍ବର:ଚାନ୍ଦମାରି ପଡିଆ ଠାରେ ଗତ 18 ଦିନ ହେବ ଚାଲିଥିବା ଆମ ପ୍ରିମିୟର ଲିଗ ଉଦଯାପିତ ହୋଇଯାଇଛି । ତେବେ ଏହି ଫାଇନାଲ ମ୍ୟାଚ ଅଲ୍ବୀରା ଫାଇଟର୍ସ କ୍ଲବ ଓ ହବିବ ଲାୟନସ୍ କ୍ଲବ୍ ମଧ୍ୟରେ ଖେଳା ଯାଇଥିବା ବେଳେ ହବିବ୍ ଲାୟନସ କ୍ଲବ ଚମ୍ପିୟନ୍ ହୋଇଥିଲା । ପ୍ରମୋଦ କୁମାର ନାୟକ ଓ ଦିଲିପ କୁମାର ଜେନା ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ ।
ଶେଷ ହେଲା ଆମ ପ୍ରିମିୟର ଲିଗ - ଆମ ପ୍ରିମିୟର ଲିଗ ଉଦଯାପିତ
ଚାନ୍ଦମାରି ପଡିଆ ଠାରେ ଗତ 18 ଦିନ ହେବ ଚାଲିଥିବା ଆମ ପ୍ରିମିୟର ଲିଗ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଟିମକୁ ପୁରସ୍କୃତ କରିଥିଲେ । ଅଧିକ ପଢନ୍ତୁ...

ଶେଷ ହେଲା ଆମ ପ୍ରିମିୟର ଲିଗ
ଶେଷ ହେଲା ଆମ ପ୍ରିମିୟର ଲିଗ
ଉଦଯାପନୀ ଉତ୍ସବରେ ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଟିମକୁ ପୁରସ୍କୃତ କରିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ