ବାଲେଶ୍ବର: ମହାନଦୀର ଗର୍ଭରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ବାଲେଶ୍ଵର ସାମ୍ବାଦିକ ସମୂହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ସେ ସର୍ବଦା ଲାଇଭ କରିଥା’ନ୍ତି । ତାଙ୍କର ସାହସିକତା ପାଇଁ ଯେତେ ପ୍ରଶଂସା କରାଗଲେ ମଧ୍ୟ କମ ।
ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲେଶ୍ୱର ସାମ୍ବାଦିକ - tribute to arindam das
ମହାନଦୀର ଗର୍ଭରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ବାଲେଶ୍ଵର ସାମ୍ବାଦିକ ସମୂହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ...
ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲେଶ୍ୱର ସାମ୍ବାଦିକ
ଏମିତି ପରିସ୍ଥିତି ଭିତରେ ସାମ୍ବାଦିକମାନେ ନିଜ ଜୀବନକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅରିନ୍ଦମଙ୍କ ଭଳି ସାମ୍ବାଦିକଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ