ଓଡିଶା

odisha

ETV Bharat / state

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ବାଲେଶ୍ଵର ଜିଲ୍ଲା ରଟିଣା ଗାଁରେ ଅଘଟଣ । ପୋଖରୀରେ ପଡି ବୃଦ୍ଧଙ୍କ ମୃତ୍ୟୁ । ପୋଲିସର ତଦନ୍ତ ଜାରି ।ଅଧିକ ପଢନ୍ତୁ....

By

Published : Jul 17, 2020, 1:18 PM IST

Updated : Jul 17, 2020, 1:30 PM IST

a dead body rescued in a pond
ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ବାଲେଶ୍ଵର:ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନ ରଟିଣା ଗାଁରେ ଏକ ପରିତ୍ୟକ୍ତ ପୋଖରୀରେ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ।

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବୃଦ୍ଧ ଜଣଙ୍କ କାଳିଆଗଡ଼ିଆର ବିପିନ ମହାକୁଡ଼ ବୋଲି ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 17, 2020, 1:30 PM IST

ABOUT THE AUTHOR

...view details