ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ - ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ

ରେମୁଣା ଥାନା ଅଧିନ ମଣିନାଥପୁର ଗ୍ରାମର ସମର କିଶୋର ସିଂଙ୍କ ଝିଅ ଭାଗ୍ୟଶ୍ରୀ ନୀଳଗିରି ଥାନା ଅଯୋଧ୍ୟା ଫାଣ୍ଡି ଅଧିନ କାନ୍ଥସିମୁଳିଆ ଗ୍ରାମ ପିଉସୀ ଘରକୁ ବୁଲିବାକୁ ଆସିଥିଲେ।

a-5th-class-student-dead-by-drowned-in-pond-at-baleswer
ପୋଖରୀରେ ବୁଡି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

By

Published : Jul 15, 2020, 8:46 PM IST

ବାଲେଶ୍ଵର: ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ରେମୁଣା ଥାନା ଅଧିନ ମଣିନାଥପୁର ଗ୍ରାମର ସମର କିଶୋର ସିଂଙ୍କ ଝିଅ ଭାଗ୍ୟଶ୍ରୀ ନୀଳଗିରି ଥାନା ଅଯୋଧ୍ୟା ଫାଣ୍ଡି ଅଧିନ କାନ୍ଥସିମୁଳିଆ ଗ୍ରାମ ପିଉସୀ ଘରକୁ ବୁଲିବାକୁ ଆସିଥିଲେ।

ପୋଖରୀରେ ବୁଡି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଭାଗ୍ୟଶ୍ରୀ ପିଉସୀ ଘର ନିକଟ ପୋଖରୀକୁ ଯାଇଥିବା ବେଳେ ସେଠାରେ ବୁଡି ଯାଇଥିଲେ। ପୋଖରୀରୁ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details