ଓଡିଶା

odisha

ETV Bharat / state

ଘରୁ ଉଦ୍ଧାର ହେଲା 14 ଫୁଟ ଲମ୍ବ ଅହିରାଜ - king cobra rescued in balasore

ନୀଳଗିରି ବ୍ଲକ କଳାକାତର ଅସନ ବଣି ଗାଁରୁ ଏକ 14 ଫୁଟ ଲମ୍ବର ବିଶାଳ ଅହିରାଜ ସାପ ଉଦ୍ଧାର । ଅଧିକ ପଢନ୍ତୁ:

ଘରୁ ଉଦ୍ଧାର ହେଲା 14 ଫୁଟ ଲମ୍ବର ବିଶାଳ ଅହିଘରୁ ଉଦ୍ଧାର ହେଲା 14 ଫୁଟ ଲମ୍ବର ବିଶାଳ ଅହିରାଜଘରୁ ଉଦ୍ଧାର ହେଲା 14 ଫୁଟ ଲମ୍ବର ବିଶାଳ ଅହିରାଜରାଜ
ଘରୁ ଉଦ୍ଧାର ହେଲା 14 ଫୁଟ ଲମ୍ବର ବିଶାଳ ଅହିରାଜ

By

Published : Apr 12, 2021, 8:03 PM IST

ବାଲେଶ୍ବର : ନୀଳଗିରି ବ୍ଲକ କଳାକାତର ଅସନବଣି ଗାଁରୁ ଏକ ବିଶାଳ ଅହିରାଜ ସାପ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ 14 ଫୁଟ ହେବ ବୋଲି ସ୍ନେକ ହେଲ୍ପ ଲାଇନ ପକ୍ଷରୁ କୁହାଯାଇଛି ।

ଘରୁ ଉଦ୍ଧାର ହେଲା 14 ଫୁଟ ଲମ୍ବର ବିଶାଳ ଅହିରାଜଘରୁ ଉଦ୍ଧାର ହେଲା 14 ଫୁଟ ଲମ୍ବର ବିଶାଳ ଅହିରାଜ

ମିଳିଥିବା ସୂଚନା ଅନୁସାରେ ସାପଟି ଗ୍ରାମର ନାଲୁ ସିଂଙ୍କ ଘରେ ପଶି ଯାଇଥିଲା। ଏତେବଡ଼ ସାପ ଦେଖି ପରିବାର ଲୋକେ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ପରିବାର ସଦସ୍ୟ । ହେଲ୍ପ ଲାଇନର ସଦସ୍ୟ ସୁଶାନ୍ତ ମହାପାତ୍ର, ଗୟାଧର ବେହେରା ଓ ବ୍ରଜ ଶଙ୍କର ବେହେରା ପହଞ୍ଚି ପ୍ରାୟ 3 ଘଣ୍ଟା ପରିଶ୍ରମ ପରେ ସାପଟିକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ପରେ ସାପଟିକୁ ସୁରକ୍ଷିତ ଭାବେ କୁଳଡିହା ଜଙ୍ଗଲରେ ଛାଡି ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details