ବାଲେଶ୍ଵର: ବାଲେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଓ ଗାଡି ଜବତ କରାଯାଇଛି । ଏହାସହ 2 ଜଣଙ୍କୁ ଗିରଫ କରାଯାଇଛି ।
ତରଭୁଜ ଗାଡ଼ିରେ ଗଞ୍ଜେଇ ଚାଲାଣ, ଜବତ ହେଲା ୬ ଲକ୍ଷ ଟଙ୍କାର ଗଞ୍ଜେଇ - 6-lakh-worth-ganja-seized
ବାଲେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଓ ଗାଡି ଜବତ କରାଯାଇଛି । ଏହାସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...
ତରଭୁଜ ଗାଡ଼ିରେ ଗଞ୍ଜେଇ ଚାଲାଣ, ଜବତ ହେଲା ୬ ଲକ୍ଷ ଟଙ୍କାର ଗଞ୍ଜେଇ
110 କେଜି ଗଞ୍ଜେଇ ଜବତ କରିବା ସହ ଗାଡି ଓ ଚାଲାଣରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 6 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ