ଓଡିଶା

odisha

ନୀଳଗିରି ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, 5 ଗିରଫ

By

Published : Aug 26, 2019, 6:53 PM IST

ନୀଳଗିରି ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । 5 ଲୁଟେରା ଗିରଫ । ବିଭିନ୍ନ ସ୍ଥାନରେ ଚଢାଉ କରି 5 ଲୁଟେରାଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ନୀଳଗିରି ପୋଲିସ ହାତରେ 5 ଲୁଟେରା । ବିଭିନ୍ନ ସ୍ଥାନରେ ଚଢାଉ କରି 5 ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଦୁଇଟି ବାଇକ୍‌, 7ଟି ମୋବାଇଲ ଫୋନ ଓ 4630 ଟଙ୍କା ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୀଳଗିରି ଉପଖଣ୍ଡ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଟ ଓ ଛିନତାଇ ଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଥିଲା । ଏହାକୁ ନେଇ ନୀଳଗିରି ଥାନା ଆଇଆଇସି ନଳିତା ମୋଦିଙ୍କ ନେତୃତ୍ବରେ ଏକ ଟିମ୍‌ ଲୁଟେରାଙ୍କ ଉପରେ ନଜର ରଖିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details