ବାଲେଶ୍ବର : ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜଡିବାଲି ଅଙ୍ଗନବାଡି କେନ୍ଦ୍ରରେ ବିଷାକ୍ତ ଖାଦ୍ୟ ଖାଇ ଚାରିଜଣ ଶିଶୁ ଅସୁସ୍ଥ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ, ଜଡିବାଲି ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ରୋଷେଇ ହୋଇଥିଲା ।
ବିଷାକ୍ତ ଖାଦ୍ୟ ଖାଇ 4 ଅଙ୍ଗନବାଡି ଶିଶୁ ଅସୁସ୍ଥ - ବିଷାକ୍ତ ଖାଦ୍ୟ ଖାଇ 4 ଅଙ୍ଗନବାଡି ଶିଶୁ ଅସୁସ୍ଥ
ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜଡିବାଲି ଅଙ୍ଗନବାଡି କେନ୍ଦ୍ରରେ ବିଷାକ୍ତ ଖାଦ୍ୟ ଖାଇ ଚାରିଜଣ ଶିଶୁ ଅସୁସ୍ଥ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ, ଜଡିବାଲି ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ରୋଷେଇ ହୋଇଥିଲା । ଅଧିକ ପଢନ୍ତୁ...
ବିଷାକ୍ତ ଖାଦ୍ୟ ଖାଇ 4 ଅଙ୍ଗନବାଡି ଶିଶୁ ଅସୁସ୍ଥ
ଅସାବଧାନତା ଯୋଗୁଁ ଏକ ଝିଟିପିଟି ଖାଦ୍ୟରେ ପଡି ଯାଇଥିଲା । ସେହି ଖାଦ୍ୟ ଖାଇ ଚାରିଜଣ ଶିଶୁ ଅସୁସ୍ଥ ହେବାରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ