ଓଡିଶା

odisha

By

Published : Nov 15, 2019, 8:52 PM IST

ETV Bharat / state

ଆସନ୍ତା 27ରେ ବଲାଙ୍ଗୀର ଆସିବେ ଉପରାଷ୍ଟ୍ରପତି

ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆସନ୍ତା 27ରେ ବଲାଙ୍ଗୀର ଗସ୍ତ କରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସିଟି ପ୍ଲାଟିନମ୍ ଯୁବ୍ଲି କାର୍ଯ୍ୟକ୍ରମ ଉଦଘାଟନ କରିବେ ।

ବଲାଙ୍ଗୀର ଗସ୍ତରେ ଉପରାଷ୍ଟ୍ରପତି

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆସନ୍ତା ଡ଼ିସେମ୍ବର 27 ତାରିଖରେ ସେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସିଟି ପ୍ଲାଟିନମ୍ ଯୁବ୍ଲି କାର୍ଯ୍ୟକ୍ରମ ଉଦଘାଟନ କରିବେ ।

ବଲାଙ୍ଗୀର ଗସ୍ତରେ ଉପରାଷ୍ଟ୍ରପତି

ଏହାସହ ବଲାଙ୍ଗୀର ବରକାନି ଗାଁରେ ନିର୍ମାଣଧିନ ଗ୍ୟାସ ବଟଲିଙ୍ଗ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାର ସୂଚନା ଦେଇଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂ ଦେଓ କହିଛନ୍ତି । ତେବେ ବଲାଙ୍ଗୀର ସାଂସଦ ଏଥିରେ ଖୁବ୍ ଖୁସି ଥିବା ବେଳେ ଏହା ବଲାଙ୍ଗୀରବାସୀଙ୍କୁ ଏହା ଗର୍ବ ଆଣି ଦେବ ବୋଲି ସେ କହିଛନ୍ତି ।


ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details