ଓଡିଶା

odisha

ETV Bharat / state

ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ - villagers filed a complaint against mukundapur sarapanch

ବଲାଙ୍ଗୀର ମୁକୁନ୍ଦପୁର ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଗ୍ରାମବାସୀଙ୍କ ଅଭିଯୋଗ । ଗାଁ ଲୋକଙ୍କ ସହ ଅସଭ୍ୟ ଭାଷାରେ ଗାଳି କରିବା ପଡିଲା ମହଙ୍ଗା । ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ
ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ

By

Published : May 22, 2020, 10:34 PM IST

Updated : May 23, 2020, 11:01 AM IST

ବଲାଙ୍ଗୀର: ଜଣେ ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ । ବଲାଙ୍ଗୀର ଜାମ ଝରଣ ଗ୍ରାମର କିଛି ଯୁବକ ନିଜ ପ୍ରଚେଷ୍ଠାରେ ତାମିଲନାଡୁରୁ ଗୁରୁବାର ଫେରିଥିଲେ । ଏଠାକାର ମୁକୁନ୍ଦପୁର ପଞ୍ଚାୟତର ସରପଞ୍ଚଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିବେଦନ କରିଥିଲେ ।

ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ

ହେଲେ ସରପଞ୍ଚ ଏମାନଙ୍କୁ ସାହାଯ୍ୟ ପରିବର୍ତ୍ତେ ଗାଳି ଗୁଳଜ କରିବା ସହ ଅସଭ୍ୟ ଭାଷା ପ୍ରୟୋଗ କରିଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଏହାକୁ ଭିତ୍ତିକରି ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ଏବଂ ସରପଞ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 23, 2020, 11:01 AM IST

For All Latest Updates

TAGGED:

ABOUT THE AUTHOR

...view details