ଓଡିଶା

odisha

ETV Bharat / state

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣା, 4 ଗିରଫ

ଟାଉନପୋଲିସ ଦ୍ବାରା 4 ଜଣ ଲୁଟେରା ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ଆଉ 2 ଜଣ ଫେରାର ଥିବାର ପୋଲିସ ସୂଚନା ଦେଇଛି।

robbery gang
ଗିରଫ ହେଲେ 4 ଲୁଟେରା

By

Published : Aug 3, 2020, 10:31 PM IST

ବଲାଙ୍ଗୀର: ଟାଉନ ପୋଲିସ ଦ୍ବାରା 4 ଜଣ ଲୁଟେରା ଗିରଫ ହୋଇଛନ୍ତି। ସୂଚନାନୁସାରେ ବଲାଙ୍ଗୀରର ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କୁ ଗତ 31 ଜୁଲାଇ ରେ 6 ଜଣ ଦୁର୍ବୃତ୍ତ ମାରାଣାସ୍ତ୍ର ଦେଖାଇ 17 ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ ଟାଉନ୍ ପୋଲିସ ତଦନ୍ତ କରୁଥିବା ବେଳେ 4 ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି।

ଗିରଫ ହେଲେ 4 ଲୁଟେରା

ଅନ୍ୟପକ୍ଷେ ଆଉ 2 ଜଣ ଫେରାର ଥିବାର ପୋଲିସ ସୂଚନା ଦେଇଛି। ତେବେ ଗିରଫ 4 ଜଣ ଅଭିଯୁକ୍ତଙ୍କ ଠାରୁ ପୋଲିସ ଗୋଟିଏ ମୋଟର ସାଇକଲ ଓ 2000 ଟଙ୍କା ଜବତ କରିଛି। ସେହିପରି ଏହି ଅଭିଯୁକ୍ତ ମାନେ ଆଉ କୌଣସି ମାମଲାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

ବଲାଙ୍ଗୀର ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details