ବଲାଙ୍ଗୀର:ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆସନ୍ତା 19 ତାରିଖ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ନବନିର୍ମାଣ ଛାତ୍ର ସଂଗଠନ । ତେବେ ଏହାକୁ ସଫଳ କରିବା ଓ ନୈତିକ ସମର୍ଥନ ଦେବା ପାଇଁ ବଲାଙ୍ଗୀରରେ ସମସ୍ତଙ୍କୁ ନିବେଦନ କରିଛନ୍ତି ଏହି ସଙ୍ଗଠନ ।
ଜୁଲାଇ 19ରେ ଓଡିଶା ବନ୍ଦ ଡାକରା, ସଫଳ କରିବାକୁ ଛାତ୍ର ସଙ୍ଗଠନର ନିବେଦନ - ବଲାଙ୍ଗୀରରେ ଓଡିଶା ବନ୍ଦ ଡାକରା ସଫଳ ପାଇଁ ଡାକରା
BJB କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆସନ୍ତା 19 ତାରିଖ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ନବନିର୍ମାଣ ଛାତ୍ର ସଂଗଠନ । ବଲାଙ୍ଗୀରରେ ଏହାକୁ ସଫଳ କରିବା ପାଇଁ ନିବେଦନ କରାଯାଇଛି । ଅଧିକ ପଢନ୍ତୁ
19 ତାରିଖ ଓଡିଶା ବନ୍ଦ ଡାକରା ସଫଳ ପାଇଁ ବଲାଙ୍ଗୀରରେ ପ୍ରୟାସ
ଇଟିଭି ଭାରତ, ବଲାଙ୍ଗୀର