ଓଡିଶା

odisha

ETV Bharat / state

ପୂର୍ବ ଶତୃତାରୁ ନିଆଁ ଲଗାଇବା ଘଟଣା; 22 ଜଣଙ୍କୁ ବାନ୍ଧିଲା ପୋଲିସ - ଅଗ୍ନିକାଣ୍ତ

ପୂର୍ବ ଶତୃତାକୁ କେନ୍ଦ୍ର କରି ଅଭାବନୀୟ ଘଟଣା । ଗାଁର ପାଞ୍ଚ ଜଣଙ୍କ ଘରେ ନିଆଁ ଲଗାଇବା ଘଟଣାରେ ୨୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

Previous hostilities set fire to central houses; Police arrested 22 people
ପୂର୍ବ ଶତୃତାକୁ କେନ୍ଦ୍ର ଘରେ ନିଆଁ ଲଗାଇବା ଘଟଣା; 22 ଜଣଙ୍କୁ ବାନ୍ଧିଲା ପୋଲିସ

By

Published : Jul 23, 2021, 11:07 AM IST

ବଲାଙ୍ଗୀର: ପୂର୍ବ ଶତୃତାକୁ କେନ୍ଦ୍ର କରି ଅଭାବନୀୟ ଘଟଣା । ଗାଁର ପାଞ୍ଚ ଜଣଙ୍କ ଘରେ ନିଆଁ ଲଗାଇଥିଲେ ସେହି ଅଞ୍ଚଳର କିଛି ଲୋକ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୨୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୂର୍ବ ଶତୃତାରୁ ନିଆଁ ଲଗାଇବା ଘଟଣା; 22 ଜଣଙ୍କୁ ବାନ୍ଧିଲା ପୋଲିସ

ସୂଚନା ଅନୁସାରେ, ବଲାଙ୍ଗୀର ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଆଇଁଲା ସାରି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମବାସୀ ତୁମୁଳ କାଣ୍ଡ ଭିଆଇ ଥିଲେ। ଏବଂ ଗାଁର ପାଞ୍ଚ ଜଣଙ୍କ ଘର ଜାଳିଦେବା ସହ ଲୁଟପାତ କରିଥିଲେ। ତେବେ ଗାଁରେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସେପଟେ ପୋଲିସ ଏହି ମାମଲାରେ 22 ଜଣଙ୍କୁ ଏଥିରେ ଗିରଫ କରିଛି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବଂ ଅଧିକ ତଦନ୍ତ ଜାରି ରହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details