ଓଡିଶା

odisha

ETV Bharat / state

ବନ୍ଦେ ଉତ୍କଳ ଜନନୀକୁ ବିରୋଧ, କୋଶଳ ସମନ୍ୱୟ ସମିତି ଧାରଣା - ବନ୍ଦେ ଉତ୍କଳ ଜନନୀକୁ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ କରି ଆଜି କୋଶଳ ସମନ୍ୱୟ ସମିତି ଧାରଣା ଦେଇ ଜଣାଇଛି ପ୍ରତିବାଦ । ଅଦିକ ପଢନ୍ତୁ..

opposition-to-bande-utkal-janani-koshal-coordinating-committee-concept
opposition-to-bande-utkal-janani-koshal-coordinating-committee-concept

By

Published : Jun 12, 2020, 10:07 PM IST

ବଲାଙ୍ଗୀର: ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ କରି ଆଜି କୋଶଳ ସମନ୍ୱୟ ସମିତି ଧାରଣା ଦେଇ ପ୍ରତିବାଦ ଜଣାଇଛି। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ କରି ଆଜି କୋଶଳ ସମନ୍ୱୟ ସମିତି ଧାରଣା ଦେଇ ପ୍ରତିବାଦ ଜଣାଇଛି।

ବନ୍ଦେ ଉତ୍କଳ ଜନନୀକୁ ବିରୋଧ, କୋଶଳ ସମନ୍ୱୟ ସମିତି ଧାରଣା

ଏଥିରେ କୋଶଳ ସମନ୍ଵୟ ସମିତିର ଶତାଧିକ ସଦସ୍ୟ ଏହି ଧାରଣା ଦେବା ସହ ମୁଖ୍ୟ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ତେବେ ରାଜ୍ୟ ସରକାର ଅଣ ସାମ୍ବିଧାନିକ ଭାବରେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଛନ୍ତି। ଯାହାକୁ ଏମାନେ ପ୍ରତିବାଦ କରି ବିରୋଧ ଜଣାଇଛନ୍ତି ଏବଂ ଆଗକୁ ମଧ୍ୟ ଆନ୍ଦୋଳନ ତୀବ୍ର ହେବା ସହ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details