ଓଡିଶା

odisha

ETV Bharat / state

ବ୍ୟାଙ୍କରେ ପଶିଲା କୋରୋନା, ଜଣେ କର୍ମଚାରୀ ପଜେଟିଭ - ଡିସିବି ବ୍ୟାଙ୍କରେ ଜଣେ କର୍ମଚାରୀ କୋରୋନା ପଜେଟିଭ

ବଲାଙ୍ଗୀର ଡିସିବି ବ୍ୟାଙ୍କରେ ଜଣେ କର୍ମଚାରୀ କୋରୋନା ପଜେଟିଭ । ସଂକ୍ରମିତ ଚିହ୍ନଟ ପରେ ବ୍ୟାଙ୍କୁ ବନ୍ଦ କଲା ପ୍ରଶାସନ । ଅନ୍ୟ କର୍ମଚାରୀଙ୍କର ହେବ ସ୍ବାବ ସଂଗ୍ରହ । ଅଧିକ ପଢନ୍ତୁ.....

one corona positive found in dcb bank in balangir
ଡିସିବି ବ୍ୟାଙ୍କରେ ଜଣେ କର୍ମଚାରୀ କୋରୋନା ପଜେଟିଭ

By

Published : Jul 29, 2020, 9:14 AM IST

ବଲାଙ୍ଗୀର: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଲାଙ୍ଗୀର-ସମ୍ବଲପୁର ରୋଡ଼ରେ ଥିବା ଡିସିବି ବ୍ୟାଙ୍କରେ ଜଣେ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ବ୍ୟାଙ୍କକୁ ବନ୍ଦ କରିଛି ପ୍ରଶାସନ ।

ଡିସିବି ବ୍ୟାଙ୍କରେ ଜଣେ କର୍ମଚାରୀ କୋରୋନା ପଜେଟିଭ

ତେବେ, ସଂକ୍ରମଣକୁ ରୋକିବାକୁ ଜିଲ୍ଲାପାଳ ଆସନ୍ତା ଚାରି ଦିନ ପାଇଁ ବ୍ୟାଙ୍କକୁ ବନ୍ଦ କରିଛନ୍ତି। ଏହାସହ ବ୍ୟାଙ୍କର ଅନ୍ୟ କର୍ମଚାରୀମାନଙ୍କର ସ୍ବାବ ସଂଗ୍ରହ କରାଯିବା ସହ ବ୍ୟାଙ୍କ ପରିସରକୁ ସାନିଟାଇଜ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details