ବଲାଙ୍ଗୀର:କୋଭିଡ ମେଡିକାଲରେ ଚିକିତ୍ସାରେ କରାଯାଉଛି ଅବହେଳା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀରରୁ । ଜିଲ୍ଲାରେ ଥିବା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କିମସ ଡାକ୍ତରଖାନା ପ୍ରତିଷ୍ଠା ହୋଇଛି। ତେବେ ଏହି ଡ଼ାକ୍ତରଖାନାରେ ଚିକିତ୍ସାରେ ଅବହେଳା କରାଯାଉଥିବାର ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।
କୋଭିଡ ମେଡିକାଲରେ ଅବହେଳା, ଭିଡିଓ ଭାଇରାଲ - neglect of treatment in covid hospital
ବଲାଙ୍ଗୀରରେ କୋଭିଡ ମେଡିକାଲରେ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ। ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...
କୋଭିଡ ମେଡିକାଲରେ ଚିକିତ୍ସାରେ ଅବହେଳା, ଭିଡିଓ ଭାଇରାଲ
ତେବେ ,ଭିଡ଼ିଓରେ ଜଣେ ଡାକ୍ତର ରୋଗୀଙ୍କ ଚିକିତ୍ସାରେ ଅବହେଳା କରୁଥିବା ଦେଖିବାକୁ ମିଳିଛି । ସେପଟେ, ଏହି ଅଭିଯୋଗକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।
ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ