ଓଡିଶା

odisha

ETV Bharat / state

ଜାତୀୟ ପତାକାକୁ ଅସମ୍ମାନ ବିରୋଧରେ ହିନ୍ଦୁ ବାହିନୀର ଧାରଣା - ଜାତୀୟ ପତାକାକୁ ଅସମ୍ମାନ ବିରୋଧରେ ହିନ୍ଦୁ ବାହିନୀର ଧାରଣା

ବଲାଙ୍ଗୀର କେଶରିଆ ହିନ୍ଦୁ ବାହିନୀ ଧାରଣା ଜାତୀୟ ପତାକାକୁ ଅସମ୍ମାନ ବିରୋଧରେ ଧାରଣା ଦିଆଯାଇଛି । ଗତ 26 ଜାନୁଆରୀରେ ଦିଲ୍ଲୀ ଲାଲକିଲ୍ଲା ଠାରେ ଚାଷୀ ଆନ୍ଦୋଳନ ବେଳେ ଚାଷୀଙ୍କ ନାଁରେ କିଛି ବ୍ୟକ୍ତି ଓ ସଂଗଠନ ଜାତୀୟ ପତାକାକୁ ଅସମ୍ମାନ ଦେଇଥିବାର ଏମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଜାତୀୟ ପତାକାକୁ ଅସମ୍ମାନ ବିରୋଧରେ ହିନ୍ଦୁ ବାହିନୀର ଧାରଣା
ଜାତୀୟ ପତାକାକୁ ଅସମ୍ମାନ ବିରୋଧରେ ହିନ୍ଦୁ ବାହିନୀର ଧାରଣା

By

Published : Feb 1, 2021, 10:25 PM IST

ବଲାଙ୍ଗୀର:ବଲାଙ୍ଗୀରରେ ଆଜି କେଷରିଆ ହିନ୍ଦୁ ବାହିନୀ ପକ୍ଷରୁ ଧାରଣା ଦିଆଯାଇଛି । ତେବେ ଗତ 26 ଜାନୁଆରୀରେ ଦିଲ୍ଲୀ ଲାଲକିଲ୍ଲା ଠାରେ ଚାଷୀ ଆନ୍ଦୋଳନ ବେଳେ ଚାଷୀଙ୍କ ନାଁରେ କିଛି ବ୍ୟକ୍ତି ଓ ସଂଗଠନ ଜାତୀୟ ପତାକାକୁ ଅସମ୍ମାନ ଦେଇଥିବାର ଏମାନେ ଅଭିଯୋଗ କରିଛନ୍ତି ।

ଜାତୀୟ ପତାକାକୁ ଅସମ୍ମାନ ବିରୋଧରେ ହିନ୍ଦୁ ବାହିନୀର ଧାରଣା

ଏଥିସହିତ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବାର ଏମାନେ ଦାବି କରିଛନ୍ତି । ସେଥିପାଇଁ କେଷରିଆ ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବେ ବୋଲି ଏମାନେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details