ବଲାଙ୍ଗୀର: ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ମନମୁଖୀ କାମ ଚାଲୁଥିବା ଅଭିଯୋଗ । ବେକେୟା ପାଉଣା ଦାବି ନେଇ ମୁରିବାହାଲର ବ୍ୟବସାୟୀ ବନ ବିହାରୀ ଯୋଶୀ ଆମରଣ ଅନଶନରେ ବସିଛନ୍ତି ।
ଦୀର୍ଘ ଦିନରୁ ବ୍ଲକର କାମ ପାଇଁ ସେ ନିଜ ଦୋକାନରୁ ଜିନିଷ ଦେଇଥିଲେ । ଜିନିଷ ଦେଲା ପରେ ଆଜି କାଲି ବକେୟା ଦିଆଯିବ ବୋଲି ବ୍ଲକ ପକ୍ଷରୁ କୁହାଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ପାଉଣା ଦିଆଯାଇନାହିଁ ।