ଓଡିଶା

odisha

ETV Bharat / state

କେନ୍ଦୁପତ୍ର ତୋଳୁ ଥିବାବେଳେ ମହିଳା ଶ୍ରମିକଙ୍କ ମୃତ୍ୟୁ - Female kendu leaf worker died

କେନ୍ଦୁପତ୍ର ତୋଳୁ ଥିବାବେଳେ ମହିଳା ଶ୍ରମିକଙ୍କ ମୃତ୍ୟୁ । ବଲାଙ୍ଗୀର ଜିଲ୍ଲା ଭାଲୁ ପିଟା ଗ୍ରାମରେ ଏହି ଘଟଣା ଘଟିଛି। ଅଧିକ ପଢନ୍ତୁ...

Female kendu leaf worker died
କେନ୍ଦୁପତ୍ର ତୋଳୁ ଥିବାବେଳେ ମହିଳା ଶ୍ରମିକଙ୍କ ମୃତ୍ୟୁ

By

Published : May 11, 2020, 11:11 PM IST

ବଲାଙ୍ଗୀର: କେନ୍ଦୁପତ୍ର ତୋଳୁ ଥିବାବେଳେ ମହିଳା ଶ୍ରମିକଙ୍କ ମୃତ୍ୟୁ । ବଲାଙ୍ଗୀର ଜିଲ୍ଲା ଭାଲୁ ପିଟା ଗ୍ରାମରେ ଏହି ଘଟଣା ଘଟିଛି। ଏହି ଗାଁର ସୋଭଙ୍ଗିନି ମଲ୍ଲିକ୍ ଆଜି ସକାଳୁ ନିକଟସ୍ଥ ଦୂମେର ଭଟା ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। କିଛି ସମୟ ପରେ ସେଠି ସେ ଅଚେତ୍ ଅବସ୍ଥାରେ ପଡିଥିବାର ଲୋକେ ଦେଖିଥିଲେ। ପରେ ସ୍ଥାନୀୟ କେନ୍ଦୁପତ୍ର ବିଭାଗକୁ ସୂଚନା ଦେଇଥିଲେ।

କେନ୍ଦୁପତ୍ର ତୋଳୁ ଥିବାବେଳେ ମହିଳା ଶ୍ରମିକଙ୍କ ମୃତ୍ୟୁ

ପରେ ମହିଳା ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ ପାଟଣାଗଡ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ କେନ୍ଦୁପତ୍ର ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଶ୍ରମିକ ମାନଙ୍କୁ କୌଣସି ସୁବିଧା ଦିଆଯାଉନଥିବାରୁ ତାଙ୍କର ଅସ୍ବାଭିକ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ ଆଣି କ୍ଷତିପୂରଣ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details