ବଲାଙ୍ଗୀର: ବଲାଙ୍ଗୀରରେ ପ୍ରଶାସନର ଖାମ ଖିଆଲି ଆଚରଣ ଯୋଗୁଁ ତଥ୍ୟ ଏପଟ ସେପଟ ହେବାରୁ ହଇରାଣରେ ପଡିଛନ୍ତି ଚାଷୀ । ଏଭଳି ଅଭିଯୋଗ ଆସିଛି ବାହାଲ ବୁକା ଗ୍ରାମରୁ । ଭୁଲ ତଥ୍ୟ ଏଣ୍ଟ୍ରି ଯୋଗୁଁ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ । ଶୀଘ୍ର ଏହାକୁ ଠିକ କରିବା ସହ ବୀମା ଟଙ୍କା ପ୍ରଦାନ ଦାବି କରିଛନ୍ତି ।
ପ୍ରଶାସନର ଖାମଖିଆଲି ପାଇଁ ହନ୍ତସନ୍ତ ଚାଷୀ - ପ୍ରଶାସନର ଖାମ ଖିଆଲି
ବଲାଙ୍ଗୀରରେ ପ୍ରଶାସନର ଖାମଖିଆଲି ଆଚରଣ ଯୋଗୁଁ ତଥ୍ୟ ଏପଟ ସେପଟ ହେବାରୁ ହଇରାଣରେ ପଡିଛନ୍ତି ଚାଷୀ । ଏଭଳି ଅଭିଯୋଗ ଆସିଛି ବାହାଲ ବୁକା ଗ୍ରାମରୁ । ଅଧିକ ପଢନ୍ତୁ...

ପ୍ରଶାସନର ଖାମ ଖିଆଲି ପାଇଁ ହନ୍ତସନ୍ତ ଚାଷୀ
ପ୍ରଶାସନର ଖାମ ଖିଆଲି ପାଇଁ ହନ୍ତସନ୍ତ ଚାଷୀ
ତେବେ ଶୀଘ୍ର ଏହାକୁ ଠିକ କରିବା ସହ ବୀମା ଟଙ୍କା ପ୍ରଦାନ ଦାବି କରିଛନ୍ତି ଚାଷୀ । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଏମାନେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ