ଓଡିଶା

odisha

ETV Bharat / state

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 8ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ - ଟିଟିଲାଗଡ଼ ବ୍ଲକ ଖୋଲନ ଗ୍ରାମ

ଟିଟିଲାଗଡ଼ ବ୍ଲକ ଖୋଲନ ଗ୍ରାମ ଓ ନାରେନ ଗ୍ରାମ, ପାଟଣାଗଡର ଟିକାପାଳି ଓ କାଡୋପଡା ଇତ୍ୟାଦିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯିବ ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି । ଅଧିକ ପଢନ୍ତୁ...

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 8ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ
ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 8ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

By

Published : Jul 18, 2020, 10:58 PM IST

ବଲାଙ୍ଗୀର: ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବଢୁଥିବା ବେଳେ ଜିଲ୍ଲା ପ୍ରଶାସନ ଆଠଟି ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି । ଯେଉଁଥିରେ କେବଳ ସହର ମଧ୍ୟରେ ତିନୋଟି ସ୍ଥାନ ଠିକାଦାର ପଡା, ତାଳପାଳି ପଡା ଓ ସୁଦ ପଦାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କରିଛି ପ୍ରଶାସନ।

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 8ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

ଏହାଛଡା ଟିଟିଲାଗଡ଼ ବ୍ଲକ ଖୋଲନ ଗ୍ରାମ ଓ ନାରେନ ଗ୍ରାମ, ପାଟଣାଗଡର ଟିକାପାଳି ଓ କାଡୋପଡା ଇତ୍ୟାଦିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯିବ ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି । ସ୍ବାସ୍ଥ୍ୟ କାର୍ମୀ ଘରକୁ ଘର ବୁଲି ସର୍ଭେ କରୁଥିବା ବେଳେ ସାନିଟାଇଜ କାମ ମଧ୍ୟ ଜାରି ରହିଥିବାର ବଲାଙ୍ଗୀର ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details