ଓଡିଶା

odisha

ETV Bharat / state

ବଲାଙ୍ଗୀରର ଏହି ସ୍କୁଲରେ 11 ଛାତ୍ରଛାତ୍ରୀ ସଂକ୍ରମିତ - Students Found Covid Positive

11 ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ । ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଦପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର 11 ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ..

ବଲାଙ୍ଗୀରର ଏହି ସ୍କୁଲରେ  11 ଛାତ୍ରଛାତ୍ରୀ ସଂକ୍ରମିତ
ବଲାଙ୍ଗୀରର ଏହି ସ୍କୁଲରେ 11 ଛାତ୍ରଛାତ୍ରୀ ସଂକ୍ରମିତ

By

Published : Apr 19, 2021, 10:05 PM IST

ବଲାଙ୍ଗୀର: ସରକାରୀ ସ୍କୁଲର 11 ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ । ବଲାଙ୍ଗୀର ଜିଲ୍ଲାରେ କୋରୋନା କାୟା ମେଲାଇ ଚାଲିଥିବା ବେଳେ ଏକ ସରକାରୀ ସ୍କୁଲର 11 ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ବଲାଙ୍ଗୀରର ଏହି ସ୍କୁଲରେ 11 ଛାତ୍ରଛାତ୍ରୀ ସଂକ୍ରମିତ

ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଦପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର 11 ଜଣ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 7 ଜଣ ଛାତ୍ରୀ ଥିବା ବେଳେ ଚାରି ଜଣ ଛାତ୍ର ଅଛନ୍ତି । ତେବେ ସମସ୍ତ ସଂକ୍ରମିତ ଛାତ୍ରଛାତ୍ରୀ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି । ସେପଟେ ବର୍ତ୍ତମାନ ସ୍କୁଲ ବନ୍ଦ ଥିବା ବେଳେ ଆଗକୁ ସ୍କୁଲକୁ ସାନିଟାଇଜ୍ କରାଯିବ ବୋଲି ଜଣାପଡ଼ିଛି।

ବଲାଙ୍ଗୀରର ଏହି ସ୍କୁଲରେ 11 ଛାତ୍ରଛାତ୍ରୀ ସଂକ୍ରମିତ

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details