ଓଡିଶା

odisha

By

Published : Jun 23, 2020, 2:23 AM IST

ETV Bharat / state

ବଲାଙ୍ଗୀରରେ 150 ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବଲାଙ୍ଗୀରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 150 ଟପିଥିବା ବେଳେ ସୁସ୍ଥ ହେଲେଣି 129 । ଅଧିକ ପଢ଼ନ୍ତୁ...

1 more person tested positive for covid-19, covid-19  in balangir, ବଲାଙ୍ଗୀରରେ 150 ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବଲାଙ୍ଗୀରରେ କୋରୋନା
ବଲାଙ୍ଗୀରରେ 150 ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହି ସଂଖ୍ୟା ସୋମବାର 150 ପାର ହୋଇଛି।

ସୋମବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭୁସଲାଡ଼ ଗ୍ରାମରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ନିକଟରେ ମୁମ୍ବାଇରୁ ଫେରି ଏଠି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ତେବେ ତାଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବଲାଙ୍ଗୀରରେ 150 ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସେପଟେ ଏହାକୁ ମିଶାଇ ବଲାଙ୍ଗୀରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 152ରେ ପହଞ୍ଚି ଥିବା ବେଳେ ଏଥିମଧ୍ୟରୁ 129 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ 23 ଜଣ ଚିକିତ୍ସାଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details