ଓଡିଶା

odisha

ETV Bharat / state

ମହିଳା ଜୀବନ୍ତ ଦଗ୍ଧ, ହତ୍ୟା ଅଭିଯୋଗ - talcher woman burned

ତାଳଚେର ଥାନା ରସାଳପୁର ଗାଁରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକ । ଅଧିକ ପଢନ୍ତୁ...

ମହିଳା ଜୀବନ୍ତ ଦଗ୍ଧ, ହତ୍ୟା ସନ୍ଦେହ
ମହିଳା ଜୀବନ୍ତ ଦଗ୍ଧ, ହତ୍ୟା ସନ୍ଦେହ

By

Published : Apr 21, 2020, 6:13 PM IST

ଅନୁଗୋଳ: ତାଳଚେର ଥାନା ରସାଳପୁର ଗାଁରେ ଅଘଟଣ। ସନ୍ଦେହ ଜନକ ଭାବେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ମହିଳା ଜୀବନ୍ତ ଦଗ୍ଧ, ହତ୍ୟା ସନ୍ଦେହ

ଗାଁର ଜିତୁ ଖଟୁଆଙ୍କ ଘରେ ନିଆଁ ଲାଗୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଲେକେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହ ନଆଁଙ୍କୁ ଆୟତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଜିତୁଙ୍କ ସ୍ତ୍ରୀ ଦୀପା ଖଟୁଆ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲେ ।

ସେପଟେ ମୃତ ଦୀପାଙ୍କ ବାପଘର ଲୋକ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଘଟଣାରେ ଦୀପାଙ୍କ ସ୍ବାମୀ ଜିତେନ୍ଦ୍ର ଖଟୁଆ ଓ ଶଶୁରକୁ ଥାନାକୁ ନେଇ ପଚରାଉଚୁରା କରୁଛି l

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details