ଅନୁଗୋଳ: ଲୋକସଭାରେ ଆଗତ ହେଇଥିବା ବଜେଟ-2019କୁ ନେଇ ବିଭିନ୍ନ ମହଲରୁ ଛୁଟିବାରେ ଲାଗିଛି ପ୍ରତିକ୍ରିୟା । ଯେଉଁଥିରେ ମଧ୍ୟବିତ୍ତଙ୍କ ପାଇଁ କୌଣସି ସୁବିଧା ନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଅନ୍ୟପଟେ କେତେକ ଏହାକୁ ବେରୋଜଗାରୀ ଦୂର କରିବାର ଏକ ଭଲ ସୁଯୋଗ ବୋଲି ପ୍ରକାଶ କରିଛନ୍ତି । ତେବେ ଅନୁଗୋଳରେ କ’ଣ ରହିଛି ବଜେଟକୁ ନେଇ ପ୍ରତିକ୍ରିୟା ଦେଖନ୍ତୁ :
ବଜେଟ: ଦେଖନ୍ତୁ ଅନୁଗୋଳରେ କ’ଣ ରହିଛି ପ୍ରତିକ୍ରିୟା - ବଜେଟ୍
ଲୋକସଭାରେ ଆଗତ ହେଇଥିବା ବଜେଟ-2019କୁ ନେଇ ବିଭିନ୍ନ ମହଲରୁ ଛୁଟିବାରେ ଲାଗିଛି ପ୍ରତିକ୍ରିୟା । ତେବେ ଅନୁଗୋଳରେ କ’ଣ ରହିଛି ବଜେଟକୁ ନେଇ ପ୍ରତିକ୍ରିୟା ଦେଖନ୍ତୁ :
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ବଜେଟ୍କୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳିଛି । କିଏ ସରକାରଙ୍କ ତୈଳ ଦରବୃଦ୍ଧିକୁ ସମାଲୋଚନା କରିଛି ତ ପୁଣି କିଏ ସବୁ ଘରକୁ ପାଣି ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେବାର ସୁବିଧା ଆଦି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି । କେତେକଙ୍କ କହିବା ଅନୁଯାୟୀ ଚଳିତ ବଜେଟରେ ବେରୋଜଗାରମାନଙ୍କୁ ରୋଜଗାର ଯୋଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ