ଅନୁଗୋଳ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । କିରାଣୀ ରୋହିତେଶ୍ବ ବାଗ। ଅନୁଗୋଳ ସବ ଡିଭିଜନ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବିରୁଦ୍ଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଆଜି(ମଙ୍ଗଳବାର) ସକାଳୁ ଭିଜିଲାନ୍ସ କଟକ ଡିଭିଜନର ଅଧିକାରୀମାନେ ଏକାକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।
RWSS କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍, ୭ ଟି ସ୍ଥାନରେ ଚଢ଼ାଉ ଜାରି - ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିରାଣୀ
ଅନୁଗୋଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଅନୁଗୁଳ ସରକାରୀ ବାସ ଭବନ, କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଅଧିକ ପଢନ୍ତୁ...
![RWSS କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍, ୭ ଟି ସ୍ଥାନରେ ଚଢ଼ାଉ ଜାରି RWSS କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍, ୭ ଟି ସ୍ଥାନରେ ଚଢ଼ାଉ ଜାରି](https://etvbharatimages.akamaized.net/etvbharat/prod-images/768-512-10043132-thumbnail-3x2-anugul.jpg)
RWSS କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍, ୭ ଟି ସ୍ଥାନରେ ଚଢ଼ାଉ ଜାରି
RWSS କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍, ୭ ଟି ସ୍ଥାନରେ ଚଢ଼ାଉ ଜାରି
ଅନୁଗୁଳ ସରକାରୀ ବାସ ଭବନ, କାର୍ଯ୍ୟାଳୟ, ପୈତୃକ ବାସ ଭବନ, ନୂଆସାହି ଆଠମଲ୍ଲିକ ଆଦି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କର ବୌଦ୍ଧ ଜିଲ୍ଲାରେ ଏକ ପାଣି ବଟଲିଂ କାରଖାନା ଓ ଆଠମଲ୍ଲିକରେ ଏକ କୁକୁଡ଼ା ଫାର୍ମ ମଧ୍ୟ ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ