ଅନୁଗୋଳ: ବନ୍ତଳା ଥାନା ଧୁକୁଟା ଗାଁ ବନଦୁର୍ଗା ମନ୍ଦିର ନିକଟରେ ଜଣେ ଅଜଣା ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ସେଠାରେ ମୃତଦେହ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ହତ୍ୟା ଘଟଣା ସନ୍ଦେହ
ବନ୍ତଳା ଥାନା ଧୁକୁଟା ଗାଁ ବନଦୁର୍ଗା ମନ୍ଦିର ନିକଟରେ ଜଣେ ଅଜଣା ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି ।
ତଣ୍ଟି କଟା ଅବସ୍ଥାରେ ଉଧାର ହେଲା ମୃତ ଦେହ
ଅଜଣା ଯୁବକଙ୍କ ତଣ୍ଟି କଟା ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ମନ୍ଦିର ନିକଟରୁ ଯୁବକର ତଣ୍ଟି କଟା ମୃତଦେହ ଉଦ୍ଧାର । ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ