ଅନୁଗୋଳ: ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଅନୁଗୋଳ ଜିଲ୍ଲାର ସାମ୍ବାଦିକ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜିଲ୍ଲାର ସାମ୍ବାଦିକ ମାନେ ଏକତ୍ରିତ ହୋଇ ଦୀପ ଦାନ କରିବା ସହ ତାଙ୍କ ଆମର ଆତ୍ମର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ।
ଅରିନ୍ଦମଙ୍କ ବିୟୋଗ: ଗଣମାଧ୍ୟମ ପ୍ରତିନିଧିଙ୍କ ଶ୍ରଦ୍ଧାଞ୍ଜଳି - Journalist Arindam's death
ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ଅନୁଗୋଳ ଗଣମାଧ୍ୟମର ପ୍ରତିନିଧି ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ...
![ଅରିନ୍ଦମଙ୍କ ବିୟୋଗ: ଗଣମାଧ୍ୟମ ପ୍ରତିନିଧିଙ୍କ ଶ୍ରଦ୍ଧାଞ୍ଜଳି ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗ: ଅନୁଗୋଳ ଗଣମାଧ୍ୟମ ପ୍ରତିନିଧିଙ୍କ ଶ୍ରଦ୍ଧାଞ୍ଜଳି](https://etvbharatimages.akamaized.net/etvbharat/prod-images/768-512-13162491-thumbnail-3x2-dd.jpg)
ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗ: ଅନୁଗୋଳ ଗଣମାଧ୍ୟମ ପ୍ରତିନିଧିଙ୍କ ଶ୍ରଦ୍ଧାଞ୍ଜଳି
ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗ: ଅନୁଗୋଳ ଗଣମାଧ୍ୟମ ପ୍ରତିନିଧିଙ୍କ ଶ୍ରଦ୍ଧାଞ୍ଜଳି
ସାମ୍ବାଦିକତାରେ ତାଙ୍କର ସାହସ ଓ ନିଜର ପେସାକୁ ଭଲ ପାଇବାର ନିଶାକୁ ସମସ୍ତେ ମନେ ପକାଇଥିଲେ । ତାଙ୍କ ବିୟୋଗରେ ରାଜ୍ୟରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ