ଓଡିଶା

odisha

ETV Bharat / state

ପରିବାର ଚଳାଇବା ଚିନ୍ତାରେ ଟ୍ରକ ମାଲିକ

ଜିଲ୍ଲା ଟ୍ରକମାଳିକ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବରେ କିଭଳି ବର୍ଷ ତମାମ ଟ୍ରକ ମାଲିମ ମାନେ ରୋଜଗାର ପାଇବେ ସେନେଇ ଆଲୋଚନା କରାଯାଇଛି। ଏନେଇ ସଙ୍ଘ କଯ୍ୟାଳୟରେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ପଟ୍ଟନାୟକ ନୂତନ କର୍ମକର୍ତାଙ୍କୁ ଶପଥ ପାଠ କରାଇଛନ୍ତି। ଅଧିକ ପଢନ୍ତୁ...

ପରିବାର ଚଳାଇବା ଚିନ୍ତାରେ ଟ୍ରକ ମାଲିକ
ପରିବାର ଚଳାଇବା ଚିନ୍ତାରେ ଟ୍ରକ ମାଲିକ

By

Published : Mar 8, 2021, 3:39 PM IST

ଅନୁଗୋଳ: ପରିବାର ଚଳାଇବା ଚିନ୍ତାରେ ଟ୍ରକ ମାଲିକ । କମ୍ପାନୀ ସହିତ ବୁଝାମଣା କରି ଟ୍ରକ ଚଳାଯିବା ସହିତ ସାଧାରଣ ଡ୍ରାଇଭରଠାରୁ ଆରମ୍ଭ କରି ଟ୍ରକ ମାଲିକଟିଏ କିପରି ରୋଜଗାର ପାଇବ ସେ ନେଇ ଏକ ବୈଠକରେ ଆଲୋଚନା ହୋଇଛି ।

ପରିବାର ଚଳାଇବା ଚିନ୍ତାରେ ଟ୍ରକ ମାଲିକ
ଜିଲ୍ଲା ଟ୍ରକମାଳିକ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବରେ କିଭଳି ବର୍ଷ ତମାମ ଟ୍ରକ ମାଲିମ ମାନେ ରୋଜଗାର ପାଇବେ ସେନେଇ ଆଲୋଚନା କରାଯାଇଛି। ସଙ୍ଘ କଯ୍ୟାଳୟରେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ପଟ୍ଟନାୟକ ନୂତନ କର୍ମକର୍ତାଙ୍କୁ ଶପଥ ପାଠ କରାଇଛନ୍ତି।ସଭାପତି ଭାବେ ଅମ୍ବିକା ପ୍ରସାଦ ଭଟ , ସାଧାରଣ ସମ୍ପାଦକ ଭାବେ ଅକ୍ଷୟ କୁମାର ସାମନ୍ତ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଶପଥ ପାଠ କରିଛନ୍ତି । ଏହି ଶପଥ ପାଠ ଉତ୍ସ ରେ ସମସ୍ତ ଟ୍ରକ ମାଲିକମାନେ ସାମିଲ ହୋଇଥିଲେ । ଟ୍ରକ ମାଲିକଙ୍କ ଉର୍ଣ୍ଣତୀ ପାଇଁ ସଙ୍ଘ କାର୍ଯ୍ୟକରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଏହା ଛଡା ଯେ ଭଳି ପୂର୍ବରୁ ସାଧାରଣ ଗରିବ ଲୋକର କଲ୍ୟାଣ ପାଇଁ ସଙ୍ଘ କାର୍ଯ୍ୟ କରିଛି ତା କିଭଳି ଚାଲୁ ରହିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି ।ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details