ଅନୁଗୋଳ : ପୌରପାଳିକାର ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା । କୋରୋନା ମହାମାରୀ ସମୟରେ ସଂକ୍ରମଣକୁ ଖାତିର ନ କରି ପରିବେଶକୁ ସଫାସୁତରା କରୁଥିବା ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଅନୁଗୋଳ ପୌରପାଳିକାର ସଭାଘରେ ସଫେଇ କର୍ମଚାରୀଙ୍କୁ ଡକାଇ ସେମାନଙ୍କ ସେବା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସାଂସଦ ।
ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ - ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ
ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ। ନିଷ୍ଠାପର କାର୍ଯ୍ୟ ପାଇଁ ଦେଲେ ସାଧୁବାଦ । ଅଧିକ ପଢନ୍ତୁ....
ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ
ଏହା ଛଡା ପୌରପାଳିକାର କର୍ମଚାରୀଙ୍କ ମନୋବଳ ଦୃଢ କରିବା ପାଇଁ ତାଙ୍କୁ ଧନ୍ୟବାଦ ଦେବା ସହ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ।ଏହା ଦ୍ବାରା ସଫେଇ କର୍ମଚାରୀ ମାନେ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ ଆଶା ରଖିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ