ଓଡିଶା

odisha

ETV Bharat / state

ଅନୁଗୋଳରେ ବ୍ୟାଙ୍କରୁ ଚୋରି, ତଦନ୍ତ ଜାରି - ଅନୁଗୋଳ

stolen-from-state-bank-of-india
ଅନୁଗୋଳରେ ବ୍ୟାଙ୍କରୁ ଚୋରି, ତଦନ୍ତ ଜାରି

By

Published : Feb 17, 2020, 10:28 AM IST

Updated : Feb 17, 2020, 2:44 PM IST

10:14 February 17

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁଗୋଳ ଶାଖାରୁ ଚୋରି

ଅନୁଗୋଳରେ ବ୍ୟାଙ୍କରୁ ଚୋରି, ତଦନ୍ତ ଜାରି

ଅନୁଗୋଳ: ଜିଲ୍ଲା ବନ୍ତଳା ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ଚୋରି । କିଛି ଦୁର୍ବୃତ୍ତ ବ୍ୟାଙ୍କର କବାଟ ଓ ଗ୍ରୀଲ ତାଡି ଚୋରି କରିଥିବା ଖବର ରହିଛି । ଶାଖାର କମ୍ପ୍ୟୁଟର ହାଡ଼ଡିସ୍କ ସହ ଅନ୍ୟାନ୍ୟ କାଗଜପତ୍ର ଚୋରି ହୋଇଥିବା ସୂଚନା ମିଳିଛି ।  

ତେବେ ଘଟଣା ସ୍ଥଲରେ ପହଁଛି ପୋଲିସ ତନାଘନା ଜାରି ରଖିଛି । ବ୍ୟାଙ୍କରୁ କିଛି ବି କ୍ୟାସ ଚୋରି ହୋଇ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବନ୍ତଳା ଥାନା ସହ ଅନୁଗୋଳ ଏସଡିପିଓ ଓ ଏସପି ନିଜେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବ୍ୟାଙ୍କର ଏହି ଶାଖାରୁ ଚୋରି ହୋଇ ଥିଲା । ଦୁର୍ବୃତ୍ତ ମାନେ ବ୍ୟାଙ୍କ ଭାଙ୍ଗି ଭିତରେ ପଶି ଥିଲେ ବି ଟଙ୍କା ଚୋରି କରି ପାରି ନଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ 

Last Updated : Feb 17, 2020, 2:44 PM IST

ABOUT THE AUTHOR

...view details