ଓଡିଶା

odisha

ETV Bharat / state

ମହିମା ଧାମରେ ପାଳିତ ହେଲା ସନ୍ଥ କବିଙ୍କ ଜୟନ୍ତୀ - ସନ୍ଥ କବି ଭୀମ ଭୋଇଙ୍କ ୧୭୪ ତମ ଜନ୍ମ ଜୟନ୍ତୀ

ଅନୁଗୋଳ ଜିଲ୍ଲାର ଅଙ୍ଗାରବନ୍ଧ ମହିମାଧାମରେ ସନ୍ଥ କବି ଭୀମ ଭୋଇଙ୍କ ୧୭୪ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ମହିମା ଧାମରେ ପାଳିତ ହେଲା ସନ୍ଥ କବିଙ୍କ ଜୟନ୍ତୀ
ମହିମା ଧାମରେ ପାଳିତ ହେଲା ସନ୍ଥ କବିଙ୍କ ଜୟନ୍ତୀ

By

Published : May 16, 2022, 10:00 PM IST

ଅନୁଗୋଳ: ଆଜି(ସୋମବାର) ଅନୁଗୋଳ ଜିଲ୍ଲାର ଅଙ୍ଗାରବନ୍ଧ ମହିମାଧାମରେ ସନ୍ଥ କବି ଭୀମ ଭୋଇଙ୍କ ୧୭୪ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।

ମହିମା ଧାମରେ ପାଳିତ ହେଲା ସନ୍ଥ କବିଙ୍କ ଜୟନ୍ତୀ

ଏହି ଅବସରରେ ଅନୁଷ୍ଠିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂହ, ସମ୍ମାନିତ ଅତିଥି ଭାବେ ନାଲକୋ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ଏବଂ ମୁଖ୍ୟବକ୍ତା ଭାବେ ଇଂରାଜୀ ଅଧ୍ୟାପକ ଅକ୍ଷୟ ପଣ୍ଡା ଓ ଚକୁଳିଆ ପଣ୍ଡା ଭାବେ ପରିଚିତ ଶରଣାରବିନ୍ଦ ଓଝା ଯୋଗ ଦେଇ ମହିମା ଧର୍ମ ଏବଂ ଭୀମଭୋଇଙ୍କ ସମାଜ ଓ ସାହିତ୍ୟ ପ୍ରତି ଥିବା ଅବଦାନ ସମ୍ପର୍କରେ କହିଥିଲେ । ଶତାଧିକ ମହିମାଧର୍ମାବଲମ୍ବୀ ଲୋକ ଏହି ଉତ୍ସବରେ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details