ଅନୁଗୋଳ: ଡାକ୍ତରଙ୍କ ଚାମ୍ବରରୁ ରୋଗୀ ଚୋରି କରୁଛି ଟଙ୍କା। ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ସହରରେ । ସହରର ଜଣାଶୁଣା ଡାକ୍ତର ଦୀପକ ଗଡନାଏକଙ୍କ ଚାମ୍ବରରୁ ତିରିଶ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଚାମ୍ବରରୁ ଚୋରି, ଦେଖନ୍ତୁ ଭିଡିଓ
ରୋଗୀ ଚୋରି କରୁଛି ଡାକ୍ତରଙ୍କ ଟଙ୍କା । ସିସିଟିଭିରେ କଏଦ ହେଲା ଦୃଶ୍ୟ। ଅଧିକ ପଢନ୍ତୁ....
ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଚାମ୍ବରରୁ ଚୋରି
ଆଉ ଚୋରି ସମୟର ଭିଜୁଆଲ ମଧ୍ୟ ସିସିଟିଭିରରେ ରହିଛି । ଦେଖନ୍ତୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିବା ମହିଳା କିଭଳି ଚୋରି କରୁଛନ୍ତି । ଏନେଇ ଡାକ୍ତର ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Jul 29, 2020, 8:05 AM IST