ଅନୁଗୋଳ: ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଅନୁଗୋଳ ଜିଲ୍ଲା ବନାଞ୍ଚଳ ମୂଷା ପାପୁଲି ହରିବେରିଣୀ ଗାଁରେ ଘଟିଛି ଏହି ଅଘଟଣ । ମୃତ ବୃଦ୍ଧ ଜଣକ ହେଲେ ହରିବେରିଣୀ ଗାଁର ପାଣ୍ଡବ ସାହୁ । ଆଜି ସକାଳେ ପାଣ୍ଡବ ହରିବେରିଣୀ ପାହାଡ ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହାତୀ ତାଙ୍କୁ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ।
ଶୌଚ ପାଇଁ ଯାଇଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା - ହାତୀ ଆକ୍ରମଣରେ ବୃଦ୍ଧ ମୃତ
ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଅନୁଗୋଳ ଜିଲ୍ଲା ବନାଞ୍ଚଳ ମୂଷା ପାପୁଲି ହରିବେରିଣୀ ଗାଁରେ ଘଟିଛି ଏହି ଅଘଟଣ ।
ହାତୀ ଆକ୍ରମଣରେ ବୃଦ୍ଧ ମୃତ
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Sep 10, 2020, 10:40 AM IST