ଅନୁଗୋଳ: ଢେଙ୍କାନାଳରେ ଲୁଟେରା ଆତଙ୍କ । ଦିନ ଦ୍ବିପହରେ ଭୁଜାଲିରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି 14 ହଜାର ଟଙ୍କା ଲୁଟିନେଲେ ଲୁଟେରା ।
ସୂଚନା ଅନୁଯାୟୀ, ଗୁରୁବାର ସଦର ଥାନା ଗୁରୁଜାଙ୍ଗ ଠାରେ କିଛି ଦୁର୍ବୁତ୍ତ ଏକ ପଲସର ଗାଡିରେ ଆସି ଅନ୍ତର୍ଯ୍ୟାମୀ କୁମ୍ଭାର ନାମକ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ବ୍ଲାଙ୍କ୍ ଫାଇରିଂ କରି 14ହଜାର ଟଙ୍କା ଲୁଟି ନେଇଛନ୍ତି ।