ଓଡିଶା

odisha

ETV Bharat / state

ଜୋନାଲସ୍ତରୀୟ ଫରେଷ୍ଟ ସ୍ପୋର୍ଟସ, ଭାଗନେଲେ 182 ବନ କର୍ମଚାରୀ - jonal forest sports competition inaguration

ଅନୁଗୋଳରେ ଜୋନାଲସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ଆୟୋଜିତ । ଏଥିରେ ଭାଗନେଲେ 182 ବନ କର୍ମଚାରୀ । ଆଗକୁ ପଢନ୍ତୁ...

Zonal  forest sports inaguration
ଜୋନାଲ ସ୍ତରୀୟ ଫରେଷ୍ଟ ସ୍ପୋର୍ଟସ

By

Published : Jan 11, 2020, 1:16 PM IST

ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଛି ଜୋନାଲସ୍ତରୀୟ ଫରେଷ୍ଟ ସ୍ପୋଟ୍ସ ମିଟ ଅନୁଗୋଳ ଓ ବାରିପଦା ବନ ମଣ୍ଡଳ ମଧ୍ୟରେ ଥିବା 19ଟି ଡିଭିଜନର ବନ କର୍ମଚାରୀ ଏହି ସ୍ପୋଡ୍ସ ମିଟରେ ଭାଗ ନେଇଛନ୍ତି ।

ଅନୁଗୋଳ ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିବ ଏହି ପ୍ରତିଯୋଗିତା । ଏହାକୁ ଉଦଘାଟନ କରିଛନ୍ତି ଅନୁଗୋଳ ଆଞ୍ଚଳିକ ବନ ସଂରକ୍ଷକ ପ୍ରଦୀପରାଜ କରାଟ ଓ ଅନୁଗୋଳ ଜିଲାପାଳ ମନୋଜ ମହାନ୍ତି ।

ଜୋନାଲ ସ୍ତରୀୟ ଫରେଷ୍ଟ ସ୍ପୋର୍ଟସ

ଏଥିରେ ଉଭୟ ବନ ମଣ୍ଡଳର 182 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଆସନ୍ତା 24 ଓ25 ତାରିଖରେ ଏହିଠାରେ ହିଁ ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ମିଟ ଆୟୋଜନ କରାଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details