ଓଡିଶା

odisha

ETV Bharat / state

ବିଧବା ମହିଳାଙ୍କୁ ଶାଶୁଘରେ ନିର୍ଯାତନା, ଅଭିଯୋଗ ଶୁଣୁନି ପୋଲିସ - ଅନୁଗୋଳ ଜିଲା ହଣ୍ଡାପା ଥାନା ଅଙ୍ଗପଡା ଗାଁ

ବିଧବା ମହିଳାଙ୍କୁ ଘରେ ରଖାଇ ଦେଉନାହାନ୍ତି ଶାଶୁଘର ଲୋକେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ କୌଣସି କଯ୍ୟାନୁଷ୍ଠାନ ନ ନେବାରୁ ବାଧ୍ୟ ହୋଇ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅସହାୟ ମହିଳା । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲା ହଣ୍ଡାପା ଥାନା ଅଙ୍ଗପଡା ଗାଁରେ । ଅଧିକ ପଢନ୍ତୁ...

ବିଧବା ମହିଳାଙ୍କୁ ଶାଶୂଘର ନିର୍ଯାତନା, ଅଭିଯୋଗ ଶୁଣୁନି ପୋଲିସ
ବିଧବା ମହିଳାଙ୍କୁ ଶାଶୂଘର ନିର୍ଯାତନା, ଅଭିଯୋଗ ଶୁଣୁନି ପୋଲିସ

By

Published : Jul 10, 2021, 5:26 PM IST

ଅନୁଗୋଳ: ବିଧବା ମହିଳାଙ୍କୁ ଘରେ ରଖାଇ ଦେଉନାହାନ୍ତି ଶାଶୁଘର ଲୋକେ। ସ୍ବାମୀ ଓ 9 ବର୍ଷର ପୁଅର ମୃତ୍ୟୁ ପରେ ବିଧବାଙ୍କୁ ଦିଆଯାଉଛି ନିର୍ଯାତନା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ କୌଣସି କଯ୍ୟାନୁଷ୍ଠାନ ନ ନେବାରୁ ବାଧ୍ୟ ହୋଇ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅସହାୟ ମହିଳା । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲା ହଣ୍ଡାପା ଥାନା ଅଙ୍ଗପଡା ଗାଁରେ ।

ବିଧବା ମହିଳାଙ୍କୁ ଶାଶୂଘର ନିର୍ଯାତନା, ଅଭିଯୋଗ ଶୁଣୁନି ପୋଲିସ

ସେହି ଗାଁର ରଞ୍ଜନା ମହାନ୍ତିଙ୍କର ଶ୍ବଶୁର ଘର ଲୋକେ ତାଙ୍କୁ ଘରେ ରଖେଇ ଦେଉନାହାନ୍ତି । ଏହା ସହ ନାନା ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଏନେଇ ସେ ଗାଁର ମହିଳା ସମିତି ଜରିଆରେ ହଣ୍ଡାପା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସେମାନେ ବାଧ୍ୟହୋଇ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details