ଓଡିଶା

odisha

By

Published : Oct 2, 2020, 10:35 AM IST

ETV Bharat / state

କୋଭିଡ କଟକଣାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

କୋଭିଡ କଟକଣାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ । ପ୍ରତିମୂର୍ତ୍ତି ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲେ ଜିଲ୍ଲାପାଳ। ଅଧିକ ପଢନ୍ତୁ....

Gandhi and Shastri Jayanti  celebrated  in anugul
କୋଭିଡ କଟକଣାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପ୍ରାଶାସନ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ସହରର ଗାନ୍ଧୀ ପାର୍କରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଜିଲ୍ଲାପାଳ । ଏହା ଅନ୍ୟ ଅଧିକାରୀ ଓ ବୁଦ୍ଧିଜୀବୀମାନେ ମଧ୍ୟ ପୁଷ୍ପମାଲ୍ୟ ଦେଇଛନ୍ତି ।

କୋଭିଡ କଟକଣାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଏହି ଅବସରରେ ପୌରାଞ୍ଚଳର କର୍ମଚାରୀ ମାନଙ୍କୁ ସ୍ବଚ୍ଛତା ଶପଥ ପାଠ କରାଯାଇଥିଲା । ଏହା ସହ ଏକ ସାଇକେଲ ରାଲି ମଧ୍ୟ ଆୟୋଜନ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details