ଓଡିଶା

odisha

ETV Bharat / state

ଅନୁଗୋଳରେ ଅର୍ଥ ଓ ଅବକାରୀ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ - finance minister niranjan pujhari

ଯେଉଁମାନେ ଅପମିଶ୍ରିତ କରି ମଦ ବିକୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜି(ବୁଧବାର) ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାର ସ୍ଥିତି ସମୀକ୍ଷା କରି ଏପରି କହିଛନ୍ତି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

finance minister niranjan pujhari
ଅନୁଗୋଳରେ ଅର୍ଥ ଓ ଅବକାରୀ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

By

Published : Jan 15, 2020, 11:52 AM IST

ଅନୁଗୋଳ: ଯେଉଁମାନେ ଅପମିଶ୍ରିତ କରି ମଦ ବିକୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜି(ବୁଧବାର) ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାର ସ୍ଥିତି ସମୀକ୍ଷା କରି ଏପରି କହିଛନ୍ତି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଅନୁଗୋଳରେ ଅର୍ଥ ଓ ଅବକାରୀ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

ଯେଉଁମାନେ ଅପମିଶ୍ରିତ କରି ମଦ ବିକୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି। ଜିଲ୍ଲାରେ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ସର୍କିଟ ହାଉସ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଆଲୋଚନା କରି ଏପରି ମତ ଦେଇଛନ୍ତି ନିରଞ୍ଜନ ।

ଏହି ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ସମେତ ଅନୁଗୋଳ ଜିଲ୍ଲାପାଳ ମନୋଜ ମହାନ୍ତି ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details