ଢେଙ୍କାନାଳ: ସହରର ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ । ବ୍ୟାଙ୍କ ପଛ ପଟ ଆଜବେଷ୍ଟ ତାଡି ଷ୍ଟ୍ରଙ୍ଗ ରୁମରେ ପହଞ୍ଚିବା ପୂର୍ବରୁ ବାଜିଲା ସାଇରନ । ସାଇରନ ଶୁଣି ଫେରାର ହୋଇଗଲେ ଡକାୟତ ।
ବ୍ୟାଙ୍କରୁ ଡକାୟତି ଉଦ୍ୟମବେଳେ ବାଜିଲା ସାଇରନ, ଡକାୟତ ଫେରାର - ଢେଙ୍କାନାଳ
ଢେଙ୍କାନାଳ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ । ସାଇରନ ଶବ୍ଦ ଶୁଣି ଫେରାର ହେଲେ ଡକାୟତ । ସେପଟେ ଡକାୟତଙ୍କୁ ଧରିବା ନେଇ ପୋଲିସର ତନାଘନା ଜାରି ରହିଛି ।
![ବ୍ୟାଙ୍କରୁ ଡକାୟତି ଉଦ୍ୟମବେଳେ ବାଜିଲା ସାଇରନ, ଡକାୟତ ଫେରାର](https://etvbharatimages.akamaized.net/etvbharat/prod-images/768-512-3644773-thumbnail-3x2-lootmiscrant.jpg)
ପ୍ରତିକାତ୍ମକ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଆଜି (ସୋମବାର) ଢେଙ୍କାନାଳ ଟାଉନ ଥାନା ବ୍ୟାଙ୍କରୁ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମ କରୁଥିଲେ । ତେବେ ଘଟଣାସ୍ଥଳରୁ ଡକାୟତ ଫେରାର ହୋଇଯାଇଥିବା ବେଳେ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Jun 24, 2019, 12:31 PM IST