ଅନୁଗୋଳ:ଦନ୍ତା ଆକ୍ରମଣରେ ଦୁଇ ମୃତ । ଛେଣ୍ଡିପଦା ବନାଞ୍ଚଳ ରାମଚନ୍ଦ୍ରପୁର ଗାଁରେ ହାତୀ ଆକ୍ରମଣରେ ୨ ମୃତ୍ୟୁ ଘଟିଛି। ମୃତକ ମାନେ ସୁଆଗି ସେଠୀ ଓ କାଠିଆ ପାଣିଗ୍ରାହୀ ବୋଲି ଜଣାପଡିଛି।
ନରହନ୍ତା ହାତୀ ଆକ୍ରମଣରେ ଦୁଇ ମୃତ - ଅନୁଗୋଳ ହାତୀ ଆକ୍ରମଣ
ଛେଣ୍ଡିପଦା ବନାଞ୍ଚଳ ରାମଚନ୍ଦ୍ରପୁର ଗାଁରେ ହାତୀ ଆକ୍ରମଣରେ ୨ ମୃତ୍ୟୁ ଘଟିଛି। ମୃତକ ମାନେ ସୁଆଗି ସେଠୀ ଓ କାଠିଆ ପାଣିଗ୍ରାହୀ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...
ନରହନ୍ତା ଦନ୍ତା ଆକ୍ରମଣରେ ଦୁଇ ମୃତ
ନରହନ୍ତା ହାତୀ ଆକ୍ରମଣରେ ଦୁଇ ମୃତ
ଛେଣ୍ଡିପଦା ବନାଞ୍ଚଳ ରାମଚନ୍ଦ୍ରପୁର ଗାଁରେ ସୁଆଗି ମହୁଲ ସେଠୀ ଗୋଟାଇ ବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ସେହିପରି କାଠିଆ ପାଣିଗ୍ରାହୀ ସାଇକେଲରେ ଯାଉଥିବା ବେଳେ ସେହି ହାତୀ ଆକ୍ରମଣ କରି ମାରି ଦେଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ
Last Updated : Apr 7, 2021, 2:03 PM IST